# LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ - Dharitri

> 'under-recovery' (ଅଣ୍ଡର-ରିକଭରି) କଥା କହିଲେ, ସେପ୍ଟେମ୍ବର ୨୦୨୬ରେ ଏହା ସିଲିଣ୍ଡର ପିଛା ୧୮୪ ଟଙ୍କା ଥିଲା, ଯାହା ଅକ୍ଟୋବର ମାସରେ ବୃଦ୍ଧି ପାଇ ୨୨୯ ଟଙ୍କାରେ ପହଞ୍ଚିଲା। ନଭେମ୍ବର ପାଇଁ ଏହା ସିଲିଣ୍ଡର ପିଛା ପ୍ରାୟ ୩୦୯ ଟଙ୍କା ହେବ ବୋଲି ଆକଳନ କରାଯାଇଛି ଏବଂ ଡିସେମ୍ବର ସୁଦ୍ଧା ଏହା ସିଲିଣ୍ଡର ପିଛା ୩୭୦ ଟଙ୍କାରେ ପହଞ୍ଚିପାରେ।

- Published: 2026-11-01T03:31:31.077Z
- Updated: 2026-11-01T07:31:51.691Z
- 1 source
- Topics: Economy, business and finance
- Involves: Bengaluru, Bharat Petroleum Corporation Limited (BPCL), CNAP rules, Direct Plan disclosure rules for mutual funds, GST compliance rules, Hindustan Petroleum Corporation Limited (HPCL), India, Indian Oil Corporation Limited (IOCL), LPG, LPG cylinder, LPG cylinder price, Life Certificate submission rules for pensioners

## How it developed

- 2026-11-01T03:31:31.077Z - Dharitri: [LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ - Dharitri](https://www.dharitri.com/the-price-of-an-lpg-cylinder-will-increase-by-rs-370-the-hike-will-take-place-in-december/)
- 2026-11-01T07:31:51.691Z - Dharitri: [ଆଜିଠାରୁ ବଦଳିଗଲା ୮ ନିୟମ: LPG ସିଲିଣ୍ଡର, ମୋବାଇଲ କଲିଂ, ପେନଶନରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ପକେଟ ଉପରେ କ’ଣ ପଡ଼ିବ ପ୍ରଭାବ? - Dharitri](https://www.dharitri.com/1-november-2026-rules-changed-lpg-gst-cnap-calling-pnb-credit-card/)
- 2026-11-01T07:31:51.691Z - Dharitri: [କମର୍ସିଆଲ ଏଲପିଜି (LPG) ସିଲିଣ୍ଡର ଦର ବୃଦ୍ଧି ଉପରେ କଂଗ୍ରେସର ବଡ଼ ବୟାନ, କହିଲା... - Dharitri](https://www.dharitri.com/congress-makes-a-major-statement-regarding-the-hike-in-commercial-lpg-cylinder-prices-says/)
- 2026-11-01T07:31:51.691Z - Dharitri: [PNB ୟୁଜର୍ସଙ୍କ ପାଇଁ ଆଜିଠାରୁ ବଦଳିଗଲା ନିୟମ; ଟଙ୍କା ଉଠାଣରୁ ଏସବୁ କାମ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା! - Dharitri](https://www.dharitri.com/pnb-credit-card-new-charges-rules-november-1/)

Read it on FeedAtom: https://www.feedatom.com/stories/lpg-%E0%AC%B8%E0%AC%BF%E0%AC%B2%E0%AC%BF%E0%AC%A3%E0%AD%8D%E0%AC%A1%E0%AC%B0-%E0%AC%AA%E0%AC%BF%E0%AC%9B%E0%AC%BE-%E0%AC%A6%E0%AC%BE%E0%AC%AE-%E0%AC%AC%E0%AC%A2%E0%AC%BC%E0%AC%BF%E0%AC%AC-%E0%AD%A9%E0%AD%AD%E0%AD%A6-2pf2mhgju6bdyisowlla1ncvu
