କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି - Dharitri
ସେପ୍ଟେମ୍ବର ୨୮ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର କୌଣସି ପୌରାଞ୍ଚଳ ପାଇଁ ଅଗଷ୍ଟ ସୁଦ୍ଧା ଅର୍ଥ ଆୟୋଗର ଅନୁଦାନ ବାବଦକୁ ଟଙ୍କାଟିଏର ସହାୟତା ମିଳିନାହିଁ।
Dharitri2 个来源阅读 1 分钟归档于2026年10月12日
