ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ... - Dharitri
ଏହି ପ୍ରସ୍ତାବ ୨୦୦୧ ଅକ୍ଟୋବର ୭ରୁ ୨୦୨୬ ଅକ୍ଟୋବର ୭ ମଧ୍ୟରେ ମୋଦିଙ୍କ ନିରନ୍ତର ଜନସେବାକୁ ଦର୍ଶାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି।
Dharitri4 个来源阅读 1 分钟归档于2026年10月7日
