କଲେଜ ଛାତ୍ରୀ ହତ୍ୟା ମାମଲା: ସିନ ରିକ୍ରିଏସନବେଳେ ପୋଲିସ ଗାଡ଼ି ଉପରେ ଆକ୍ରମଣ - Dharitri
କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର (ବନ୍ଧସାହି) ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଛି।
Dharitri1 个来源阅读 1 分钟归档于2026年11月2日
