ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ - Dharitri

ସମ୍ପ୍ରତି ବିଜ୍ଞାନ ପତ୍ରିକା ‘ନେଚର ଜିଓସାଇନ୍ସ’ରେ ପ୍ରକାଶିତ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଭୂପୃଷ୍ଠରୁ ପ୍ରାୟ ୬୬୦ ରୁ ୨,୯୦୦ କିଲୋମିଟର ଗଭୀରତାରେ ମ୍ୟାଣ୍ଟଲ ଏବଂ ତରଳ କୋର୍ର ସୀମାନ୍ତରେ ବିପୁଳ ପରିମାଣର ଜଳ ସଞ୍ଚିତ ହୋଇ ରହିଥାଇପାରେ।
Dharitri·4 个来源·阅读 1 分钟··归档于2026年9月18日