ମୁକୁଳା ଡ୍ରେନ୍ରେ ପଡ଼ିଛି ଗାଈ - Dharitri
ଅଗ୍ନିଶମ ବିଭାଗର ଲିଫ୍ଟିଂ ଫାୟାର ଫାଇଟର ସଦାନନ୍ଦ ନାୟକ, ଏଫ୍ଏମ୍ଡି ସୌମ୍ୟରଞ୍ଜନ ସାହୁ, ଏଫ୍ଡି ଏସ୍.କେ. ଗୌଡ଼, ଏସ୍.ଏନ୍. ପ୍ରଧାନ, ବନଜ ସେଠୀ ଓ ଆର୍.କେ. ଗୌଡ଼ ପ୍ରମୁଖ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଈଟିକୁ ଡ୍ରେନରୁ ଉଦ୍ଧାର କରିଥିଲେ।
Dharitri1 个来源阅读 1 分钟
ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି - Dharitri
ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।
Dharitri1 个来源阅读 1 分钟
ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍ରେ ଚାଲିଛି ଚିକିତ୍ସା - Dharitri
ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି।
Dharitri1 个来源阅读 1 分钟
你已经看完了。


