跳到正文

ଗଞ୍ଜାମ ବ୍ଲକ

涉及ଗଞ୍ଜାମ ବ୍ଲକ的每条新闻,按来源相互佐证的程度排序。

这是通用信息流,没有按你的偏好调整。 登录以定制你的信息流

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ - Dharitri

ଅଗ୍ନିଶମ ବିଭାଗର ଲିଫ୍ଟିଂ ଫାୟାର ଫାଇଟର ସଦାନନ୍ଦ ନାୟକ, ଏଫ୍‌ଏମ୍‌ଡି ସୌମ୍ୟରଞ୍ଜନ ସାହୁ, ଏଫ୍‌ଡି ଏସ୍‌.କେ. ଗୌଡ଼, ଏସ୍‌.ଏନ୍‌. ପ୍ରଧାନ, ବନଜ ସେଠୀ ଓ ଆର୍‌.କେ. ଗୌଡ଼ ପ୍ରମୁଖ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଈଟିକୁ ଡ୍ରେନରୁ ଉଦ୍ଧାର କରିଥିଲେ।

Dharitri1 个来源阅读 1 分钟

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି - Dharitri

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।

Dharitri1 个来源阅读 1 分钟

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା - Dharitri

ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି।

Dharitri1 个来源阅读 1 分钟

你已经看完了。

    Cookie

    我们不用 Cookie 统计访问。会设置 Cookie 的分析工具,只在您允许后才运行。