୧୨୦୭ ଫିଲ୍ମ ଦେଖି ଗିନିଜ୍ ୱାଲର୍ଡ ରେକର୍ଡ କଲେ ଏହି ବ୍ୟକ୍ତି: ପ୍ରତ୍ୟେକ ଦିନ ଦେଖୁଥିଲେ ଏତିକିଟି ଫିଲ୍ମ - Dharitri
ପେନ୍ସିଲଭାନିଆର ଏହି ୬୦ ବର୍ଷୀୟ ଆମେରିକୀୟ ନାଗରିକ ଗିନିଜ୍ ୱାଲର୍ଡ ରେକର୍ଡ ସ୍ଥାପନ କରିବା ପାଇଁ ୧୨ ମାସ ମଧ୍ୟରେ ସିନେମା ହଲରେ ୧,୨୦୭ଟି ଚଳଚ୍ଚିତ୍ର ଦେଖିଛନ୍ତି, ଯାହା ଦୈନିକ ହାରାହାରି ୩.୩ ଚଳଚ୍ଚିତ୍ର ଅଟେ।
Dharitri1 个来源阅读 1 分钟
你已经看完了。
