ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍ କାମ, ନହେଲେ ଉଠାଇପାରିବେନି ଟଙ୍କା? - Dharitri
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଗ୍ରାହକମାନଙ୍କୁ ପରାମର୍ଶ ଦେଇଛି ଯେ, ୨୮ ରୁ ୩୦ ସେପ୍ଟେମ୍ୱର ୨୦୨୬ ମଧ୍ୟରେ ପ୍ରସ୍ତାବିତ ତିନିଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ୨୫ ସେପ୍ଟେମ୍ୱର ସୁଦ୍ଧା ଶାଖା ସହିତ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରିନିଅନ୍ତୁ।
Dharitri1 source1 min readFiled September 22, 2026
