ଏଲ୍-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା - Dharitri
ଜାତିସଂଘର ପାଣିପାଗ ଏବଂ ଜଳବାୟୁ ସଂସ୍ଥା ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍ଓ) କହିଛି, ଏଲ୍-ନିନୋ ମାନବ ସୃଷ୍ଟ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆହୁରି ବଢ଼ାଇଦେବ।
Dharitri1 source1 min readFiled October 9, 2026
