ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ - Dharitri
ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ ଦିଲ୍ଲୀରେ ଆୟୋଜିତ ଏକ ସେମିନାରରେ ଯୋଗଦେଇ କନ୍ଧମାଳ ହଳଦୀର ପାରମ୍ପରିକତା, ଗୁଣବତ୍ତା ଓ ବିଶେଷତ୍ୱକୁ ଉପସ୍ଥାପନ କରିଛନ୍ତି।
Dharitri1 source1 min readFiled September 30, 2026
