ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା... ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା... - Dharitri
‘କ୍ରିକ୍ବଜ’ (Cricbuzz) ରିପୋର୍ଟ କରିଛି ଯେ, ମୁଥୁଟ ଫିନକର୍ପ (Muthoot Fincorp) ଆଗାମୀ ଦୁଇଟି ଘରୋଇ ସିଜିନ ପାଇଁ ଭାରତୀୟ କ୍ରିକେଟ ଦଳର ଟାଇଟଲ ସ୍ପନ୍ସରସିପ ଅଧିକାର ହାସଲ କରିଛି।
Dharitri1 source1 min readFiled September 24, 2026