ବନ୍ଦ ହେଲା ହୀରାକୁଦର ୬ ଗେଟ୍, ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ - Dharitri
ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୧୬ ଏବଂ ଦକ୍ଷିଣ ପାର୍ଶ୍ୱର ୮ଟି ମିଶି ମୋଟ ୨୪ଟି ସ୍କୁଇସ ଗେଯ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।
Dharitri1 source1 min readFiled September 29, 2026
