‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ...’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି - Dharitri
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ସବୁଆଡୁ ମିଳିଥିବା ଶୁଭେଚ୍ଛା, ସ୍ନେହ ଏବଂ ଆଶୀର୍ବାଦ ପାଇଁ ମୁଁ ମୋର ହୃଦୟଭରା କୃତଜ୍ଞତା ଜଣାଉଛି।
Dharitri5 sources1 min readFiled September 17, 2026
