ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ - Dharitri
ବର୍ତ୍ତମାନ ପିଆଜର ଖୁଚୁରା ଦର କିଲୋଗ୍ରାମ ପିଛା ପ୍ରାୟ ୫୨.୯୯ ଟଙ୍କା ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣଅନ୍ୟପକ୍ଷରେ ହୋଲସେଲ ଦର ବାର୍ଷିକ ଭିତ୍ତିରେ ୧୨୩% ବୃଦ୍ଧି ପାଇଛି।
Dharitri1 source1 min readFiled October 12, 2026
