ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ - Dharitri
ଏନବିସି (NBC) ନ୍ୟୁଜର ଏକ ନୂତନ ସର୍ଭେ ଅନୁଯାୟୀ, ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଆମେରିକାର ଏକ ବଡ଼ ଅଂଶ ଭୋଟର ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଥିବା ପରି ମନେହେଉଛି।
Dharitri1 source1 min readFiled September 22, 2026
