ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍କା! ବୋନସକୁ ନେଇ ଆସିଲା ଖରାପ ଖବର - Dharitri

ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ (Defense Ministry) ଅଧୀନରେ କାର୍ଯ୍ୟ କରୁଥିବା TCL ଅର୍ଥାତ ଟ୍ରୁପ କମ୍ଫଟର୍ସ ଲିମିଟେଡ ମଧ୍ୟ ନିର୍ଦ୍ଦେଶ ଜାରି କରି ବୋନସ ପ୍ରଦାନକୁ ମଞ୍ଜୁରୀ ଦେଇଛି।
Dharitri·1 source·1 min read··Filed September 26, 2026