ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ... - Dharitri
ମେରାଇନ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସ୍ୟଜୀବୀ ଜି. ମୋହନ ରାଓଙ୍କ ବ୍ୟବହୃତ ଡଙ୍ଗା ରବିବାର ବିଳମ୍ବିତ ରାତିରେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ଅଭିଯୋଗ କରିଛନ୍ତି।
Dharitri1 source1 min readFiled September 21, 2026
