ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି... - Dharitri
ସ୍ଥାନୀୟ କାର୍ଯ୍ୟ କର୍ତ୍ତାମାନଙ୍କ ମଧ୍ୟରେ ସରୋଜକାନ୍ତ ସାହୁ , ପ୍ରଜ୍ଞା ପାରମିତା କର, ପ୍ରଶାନ୍ତ ସେଠୀ, ଜୀବନାନନ୍ଦ ସାହୁ, ବ୍ଲକ ଆତ୍ମା ଅଧ୍ୟକ୍ଷ ହିମାଂଶୁ ଶେଖର ପ୍ରଧାନ, ତରୁଣକାନ୍ତ କାଞ୍ଜିଲାଲ , ତ୍ରିଲୋଚନ ରାଉତ, କ୍ରିଷ୍ଣପଦ ମଣ୍ଡକ , ବ୍ଲକ ଅଧ୍ୟକ୍ଷା ମୀରା ରାଣୀ ମହାନ୍ତି, ମିଲନ ଦେବନାଥ ଓ ରଞ୍ଜନ ଚୌଧୁରୀଙ୍କ ସମେତ ୨ ହଜାରରୁ ଅଧିକ ମହିଳାଙ୍କ ସହିତ କାର୍ଯ୍ୟକର୍ତ୍ତା ଉପସ୍ଥିତି ରହି ଦୀପ ଜାଳିଥିଲେ。
Dharitri1 source1 min readFiled September 18, 2026
