ମୁକୁଳା ଡ୍ରେନ୍ରେ ପଡ଼ିଛି ଗାଈ - Dharitri
ଅଗ୍ନିଶମ ବିଭାଗର ଲିଫ୍ଟିଂ ଫାୟାର ଫାଇଟର ସଦାନନ୍ଦ ନାୟକ, ଏଫ୍ଏମ୍ଡି ସୌମ୍ୟରଞ୍ଜନ ସାହୁ, ଏଫ୍ଡି ଏସ୍.କେ. ଗୌଡ଼, ଏସ୍.ଏନ୍. ପ୍ରଧାନ, ବନଜ ସେଠୀ ଓ ଆର୍.କେ. ଗୌଡ଼ ପ୍ରମୁଖ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଈଟିକୁ ଡ୍ରେନରୁ ଉଦ୍ଧାର କରିଥିଲେ।
Dharitri1 source1 min readFiled October 6, 2026
